Jump to content

ଚେଙ୍ଗ ରାଶି ବେଙ୍ଗ ରାଶି

ଉଇକିଅଭିଧାନ‌ରୁ

ଚେଙ୍ଗ ରାଶି ବେଙ୍ଗ ରାଶି

ଉଚ୍ଚାରଣ

[ସମ୍ପାଦନା]

(ଚେଙ୍ଗ ରାଶିକି ବେଙ୍ଗ ରାଶି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ପ୍ରବଚନ ବା ଉଲ୍ଲାଖ)

[ସମ୍ପାଦନା]
୧. ଦୁଇ ଜଣଙ୍କ ମଧ୍ୟରେ କେବେ ହେଲେ ମନ ନ ମିଳିବା ଅବସ୍ଥା —୧. A phrase used with reference to two persons who are inimical to each other or who do never agree.
୨. ଦୁଇ ଜଣଙ୍କର ଖୁବ ମନ ମିଳିବା ଅବସ୍ଥା — ୨. A state of close intimacy or agreement between two persons.

(ଯଥା—ସେ ଦୁଇ ଜଣଙ୍କର ଚେଙ୍ଗ ରାଶି ବେଙ୍ଗ ରାଶି)

[ଦ୍ରଷ୍ଟବ୍ୟ —ଚେଙ୍ଗମାନେ ଅଳ୍ପ ପାଣିରେ ଥାଆନ୍ତି ଓ ପାଣିକୂଳରୁ ଥଳକୁ କିଛି ଦୂର ଡେଇଁ ଆସନ୍ତି ବେଙ୍ଗମାନେ ମଧ୍ୟ ଅଳ୍ପ ପାଣିରେ ଥାଆନ୍ତି ଓ ପାଣିକୂଳରୁ ଥଳକୁ କିଛି ଦୂର ଡେଇଁ ଆସନ୍ତି ପାଣି କୂଳକୁ କେହି ଯିବା ମାତ୍ରେ କୂଳରେ ଥଳରେ ଥିବା ଚେଙ୍ଗ ଓ ବେଙ୍ଗମାନେ ପାଣି ଭିତରକୁ ଫକ୍ ଫାକ୍ ଡେଇଁ ପଡ଼ନ୍ତି ଏହି କାରଣରୁ ଏମାନଙ୍କ ମଧ୍ୟରେ ଶତ୍ରୁତା ବା ମିତ୍ରତା ଥିବାର କଳ୍ପନା କରି ଏ ପ୍ରବଚନ ବ୍ୟବହୃତ ହୋଇଅଛି]