ଚେଙ୍ଗ ହାବିଳି
ଏକ ପ୍ରକାର ବାଣ; ଛୋଟ ହାବିଳି (ଏଥିରେ ନିଆଁ ଲଗାଇଲାକ୍ଷଣି ଚେଙ୍ଗ ମାଛକୁ ଧରିବା ବେଳେ ହାତରୁ ଖସିଗଲାପରି ଏହା ଆକାଶକୁ ଉଠି ପଳାଏ) — ୧. A kind of small rocket used as fireworks.