Jump to content

ଚେଟକ

ଉଇକିଅଭିଧାନ‌ରୁ

ଚେଟକ

ଉଚ୍ଚାରଣ

[ସମ୍ପାଦନା]
(ଚେଟିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଚିଟ ଧାତୁ=ପ୍ରେରଣ କରିବା +କର୍ମ. ଅକ)

[ସମ୍ପାଦନା]
୧. ଚେଟ (ଦେଖ) - ୧. Cheṭa (See)
୨. ଦୂତ (ହିନ୍ଦୀ - ଶବ୍ଦସାଗର) —୨. A messenger.
୩. ଆଡ଼ମ୍ୱର; ଜାକ୍ଜମକ୍ (ହିନ୍ଦୀ - ଶବ୍ଦସାଗର) — ୩. Show; parade.