Jump to content

ଚେଣ୍ଟା

ଉଇକିଅଭିଧାନ‌ରୁ

ଚେଣ୍ଟା

ଉଚ୍ଚାରଣ

[ସମ୍ପାଦନା]
(ଚେଣ୍ଟେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ଏକ କଥାକୁ ବାରମ୍ୱାର ବହି ବିରକ୍ତ କରେ —୧. Teasing; pertinacious.
୨. କଳିହୁଡ଼ା —୨. Quarrelsome.
୩. ଅତି କୃପଣ —୩. Very miserly; niggardly.
୪. ଯେ ଦରଦାମରେ ଧିକିମାଳି କରେ — ୪. Higgling and haggling.