Jump to content

ଚେଣ୍ଟାଲ୍

ଉଇକିଅଭିଧାନ‌ରୁ

ଚେଣ୍ଟାଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚେଣ୍ଟାଲୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ଓ ବିଶେଷଣ - ସ୍ତ୍ରୀ. (ଗାଳିବିଶେଷ; ସଂସ୍କୃତ - ଛିନ୍ନା; ତୁଳ. ପ୍ରା. ଛିନ୍ନାଳିଆ)

[ସମ୍ପାଦନା]

ନଷ୍ଟା (ସ୍ତ୍ରୀ); ଛିଣ୍ଡାଳ — Adulteress; lewd (woman).