ଚେଣ୍ଟେଇବା
ଦେଖଣା
ଚେଣ୍ଟେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଚଣ୍ଡ, କିମ୍ୱା ଚଟ ଧାତୁ= ଭେଦନ)
[ସମ୍ପାଦନା]- ୧. ଧିକିମାକି ହେବା; ଗୋଟିଏ କଥାକୁ ବହୁବାର କହି ବିରକ୍ତ କରିବା —୧. To tease a person by repeatedly saying the same thing; to importune.
- ୨. କୃପଣତା ପ୍ରକାଶପୂର୍ବକ ଦରଦାମରେ ଧିକିମାକି କରିବା — ୨. To higgle and haggle.