Jump to content

ଚେତକ

ଉଇକିଅଭିଧାନ‌ରୁ

ଚେତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚିତ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ସ୍ମରଣ କରାଏ —One who reminds; reminding.
୨. ଯେ ଚେତନା ଜନ୍ମାଏ —୨. One who restores consciousness.
୩. ଯାହା କର୍ତ୍ତବ୍ୟାକର୍ତ୍ତବ୍ୟବୋଧ ଜନ୍ମାଏ — ୩. That which arouses one's conscience.