Jump to content

ଚେତକୀ

ଉଇକିଅଭିଧାନ‌ରୁ

ଚେତକୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଚେତକ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ବୈଦ୍ୟଶାସ୍ତ୍ରୋକ୍ତ ସୁଗନ୍ଧଯୁକ୍ତ ହରିଡ଼ା — A kind of sweet-scented myrobalan.

[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଏ ହରିଡାକୁ ହାତରେ ଧଇଲେ ବା ଉକ୍ତ ଗଛର ତଳକୁ ଗଲେ ଲୋକର ଝାଡ଼ା ହୋଇଯାଏ; ଏ ପ୍ରକାର ହରିଡା ଉପରେ ୩ଟି ରେଖା ଥାଏ ଏ ହରିଡ଼ା ଆଜିକାଲି ମିଳେ ନାହିଁ (ହିନ୍ଦୀ - ଶବ୍ଦସାଗର)]

୨. ଜାଇଫୁଲ; ଜାତୀପୁଷ୍ପ —୨. Jasminum Grandifloria.
୩. ଶ୍ରୀରାଗର ସ୍ତ୍ରୀ ରାଗିଣୀ ବିଶେଷ (ହିନ୍ଦୀ - ଶବ୍ଦସାଗର) — ୧. A kind of secondary tune.
୪. ହରିଡ଼ା (ହିନ୍ଦୀ - ଶବ୍ଦସାଗର) —୪. Myrobalan.