Jump to content

ଚେତନ

ଉଇକିଅଭିଧାନ‌ରୁ

ଚେତନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଚିତ୍ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଆତ୍ମା — ୧. Soul.
୨. ଜୀବ; ପ୍ରାଣୀ —୨. Animal.
୩. ଚିତ୍ତ —୩. Heart; mind.
୪. (+ଭାବ. ଅନ) ଚେତନା; ଜ୍ଞାନ — ୪. Consciousness; perception.

କ୍ଷଣକେ ହୋଇ ହତଜ୍ଞାନ, କ୍ଷଣକେ ଲଭଇ ଚେତନ ଜଗନ୍ନାଥ. ଭାଗବତ

ଚେତନତା, ଚେତନତ୍ୱବିଶେଷ୍ୟ -

ବିଶେଷଣ -

[ସମ୍ପାଦନା]
୧. ଚେତନାଶାଳୀ; ସଜୀବ — ୧. Animate; sentient; intelligent.
୨. ଜାଗ୍ରତ; ହୁସିଆର; ସାବଧାନ — ୨. Wakeful; on one's guard.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜୀବନ —Life.

ବ୍ୟାଧ କ୍ରବ୍ୟାଦି ଜୀବନ ହରଣେ କେହି ଚେତନ ରହିଛି ଏହି ବିଚିତ୍ର ହେଲା ସେ ଭଞ୍ଜ, ବୈଦେହୀଶବିଳାସ