ଚେତା
ଦେଖଣା
ଚେତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚେତଃ)
[ସମ୍ପାଦନା]- ୧. ଚେତନା; ଚୈତନ୍ୟ; ହୋସ୍; ଜ୍ଞାନ —୧. Consciousness
ଚେତା ଥିଲା ପରି କିଛି, ପ୍ରତୀତ ତ ହେଉଅଛି କବିସୂର୍ଯ୍ୟ. କିଶୋରୀଚମ୍ପୂ ଚ. ଗୀତ
- ୨. ଜାଗରଣ —୨. Awakening; watchfulness.
- ୩. ସ୍ମରଣ —୩. Remembrance.
ଅନୁବାଦ
[ସମ୍ପାଦନା]ବିଶେଷଣ -
[ସମ୍ପାଦନା]- ୧. ଜାଗ୍ରତ; ଗତନିଦ୍ର — ୧. Awakened from sleep; watchful.
- ୨. ମୋହରୁ ବିମୁକ୍ତ —୨. Free from illusion.
- ୩. ହୋସ ଥିବା (ବ୍ୟକ୍ତି) —୩. Conscious (person).