Jump to content

ଚେତାଳ

ଉଇକିଅଭିଧାନ‌ରୁ

ଚେତାଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ଚେତନ)

[ସମ୍ପାଦନା]
୧. ଜାଗ୍ରତ — ୧. Watchful; wakeful.
୨. ଯେ ଆଗ ପଛ ବିଚାରି କାର୍ଯ୍ୟ କରେ — ୨. Circumspect.
୩. ହୁସିଆର; ସତର୍କ; ସାବଧାନ — ୩. Cautious; careful.
୪. ବ୍ୟୟ ସମ୍ୱନ୍ଧରେ ସାବଧାନ —୪. Provident.

ପୋତାଶାଳ, ଉଭାତାଳ, ରୁଅ ହେନ୍ତାଳ, ଗଣ୍ଠି ବେତାଳ, ଘରଣୀ ଚେତାଳ, ତେବେ ସେ ଘର ଯାଏ ଅପାରକାଳ ଢଗ