Jump to content

ଚେତା ପଶିବା

ଉଇକିଅଭିଧାନ‌ରୁ

ଚେତା ପଶିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚେତା ବସିବା, ଚେତା ହେବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ହଠାତ କୌଣସି ବିଷୟରେ ସତର୍କତା ବା ଜ୍ଞାନର ଉଦୟ ହେବା —୧. Becoming suddenly conscious or cautious.
୨. ସଂଜ୍ଞା ଲାଭ କରିବା —୨. Being restored to consciousness.