Jump to content

ଚେତୋଇବା

ଉଇକିଅଭିଧାନ‌ରୁ

ଚେତୋଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଚିତୋଇବା)

[ସମ୍ପାଦନା]
୧. ଚେତାଇବା (ଦେଖ) - ୧. Chetāibā (See)


ଅନୁବାଦ

[ସମ୍ପାଦନା]
୨. ସ୍ମରଣ କରିବା; ହେଜିବା —୨. To recollect.

ଚେତିଲେ ଯାହା ବୋଲେ ଲଭି ଲାଜ ଚେତୋଇ ନାହିଁ ସେ ରସକୁ ଆଳ—କବିସୂର୍ଯ୍ୟ, କବିତା