ଚେତ୍
ଦେଖଣା
ଚେତ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ଅ.—(ଚିତ ଧାତୁ=ଜାଣିବା+କର୍ତ୍ତୃ. କ୍ୱିପ୍)
[ସମ୍ପାଦନା]- ୧. ଯଦି — ୧. If.
- ୨. କଦାଚିତ୍ —୨. If ever.
[ଦ୍ରଷ୍ଟବ୍ୟ —ଏ ଶବ୍ଦର ଓଡ଼ିଆରେ ସ୍ୱତନ୍ତ୍ର ବ୍ୟବହାର ନାହିଁ; କିନ୍ତୁ ସଂସ୍କୃତ - ନୋଚେତ୍, ନଚେତ୍ ଶବ୍ଦମାନ ଓଡ଼ିଆରେ ବ୍ୟବହୃତ ହୁଏ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚେତନ)
[ସମ୍ପାଦନା]- ୧. ବିବେଚନା — ୧. Thought; reasoning.
- ୨. ସଂଜ୍ଞା; ଜ୍ଞାନ —୨. Consciousness.