Jump to content

ଚେନାଇବା

ଉଇକିଅଭିଧାନ‌ରୁ

ଚେନାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚେନେଇବା—ଅନ୍ୟରୂପ)

ଦେଶଜ - କ୍ରି—(ସଂସ୍କୃତ - ଚୀର୍ଣ୍ଣ)

[ସମ୍ପାଦନା]
୧. କାଠରୁ ଛାଲ ବାହାର କରିବା —୧. To take out the rind or bark from wood.
୨. କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ କରିବା; ଟିକିଟିକି କରି ଚିରିବା — ୨. To tear into pieces; to split into thin strips or splinters.