Jump to content

ଚେନ୍ଦ୍ରି

ଉଇକିଅଭିଧାନ‌ରୁ

ଚେନ୍ଦ୍ରି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଚୀର)

[ସମ୍ପାଦନା]
୧. କନା — ୧. A bit of cloth.
୨. କନ୍ଥା —୨. Rag; a bit of torne cloth.

ଘରେ ନାହିଁ ଚେନ୍ଦ୍ରି ମୁଣ୍ଡ କୁରୁଛେ କେନ୍ଦ୍ରି—ବ୍ୟଙ୍ଗ ପ୍ରବଚନ