Jump to content

ଚେପା

ଉଇକିଅଭିଧାନ‌ରୁ

ଚେପା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଚେପ୍ଟା (ଦେଖ) - ୧. Chep-ṭā (See)
୨. ଯେଉଁ ପାତ୍ରାଦିର ଉପର ପାଖ ଭିତରକୁ ପଶିଯାଇ ଥାଏ — ୨. Pressed inside (e.g. a pot).

ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ -

[ସମ୍ପାଦନା]

ବାହୁଙ୍ଗିର ପେଟରେ ବନ୍ଧାଯିବା ପତଳା କାଠ ବା ବାଉଁଶ —A thin strip of wood or bamboo put in the inside of a bāhuṅgi.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ପେଚା —Owl.