Jump to content

ଚେପ୍ଟା

ଉଇକିଅଭିଧାନ‌ରୁ

ଚେପ୍ଟା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚିପିଟ)

[ସମ୍ପାଦନା]
୧. (ଚୁଡ଼ା ପରି ଆକୃତିବିଶିଷ୍ଟ) ପତଳା; ଚକଟା —୧. Flattened; thin.
୨. ଚେପା; ଯାହା ଭିତରଆଡ଼କୁ ଦବିଯାଏ — ୨. Compressed; flat.