Jump to content

ଚେପ୍ଟା ଢୋଳ

ଉଇକିଅଭିଧାନ‌ରୁ

ଚେପ୍ଟା ଢୋଳ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଆଶ୍ୱିନପର୍ବ ସମୟରେ ସମଲେଶ୍ୱରୀ ଠାକୁରାଣୀଙ୍କୁ ଭଭା କରିବା ଉପଲକ୍ଷରେ ବଜାଯିବା ଏକପ୍ରକାର ଢୋଲ —A kind of drum beat before Goddess Samaleṡwarī of Sambalpur during the Durgāpujā festival.

[ଦ୍ରଷ୍ଟବ୍ୟ —ଏ ଢୋଲ ଗୋଲାକାର ମାତ୍ର ଏହାର ଗଠନ ଚେପ୍ଟା ଏହାର ସ୍ୱର ଢୋଲର ସ୍ୱରଠାରୁ ଉଚ୍ଚତର ଏହାକୁ ପୂଜା କରି ଓ ଓ ଫୁଲ ଚନ୍ଦନରେ ବିଭୂଷିତ କରି ଘାସୀମାନେ ବଜାନ୍ତି ବଜାଉଥିବା ବେଳେ ଓ ବାଦ୍ୟନାଦରେ ଥରେ ଉକୁଟାଣ ଓ ଛିଣ୍ଡାଣ କରାଯାଇ ଗୋଟିଏ ଗୋଟିଏ ଭରଣୀ ହୁଏ ଏହି ପରି ଷୋଳଟି ଭରଣୀ ବାଦିତ ହେଲେ କାଳିସୀ (ବଳି)ଠାରେ ଠାକୁରାଣୀ ଭଭା ହୁଅନ୍ତି]