ଚେମଡ଼
ଦେଖଣା
ଚେମଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଚର୍ମ; ଚମ ପରି ଅଭଙ୍ଗପ୍ରବଣ)
[ସମ୍ପାଦନା]- ୧. ଘାତସହ; କତାଳିଆ; ଚମ ପରି ଟାଆଁସା — ୧. Tenacious; inflexible; tough.
- ୨. ଯାହା ସହଜରେ ଛିଣ୍ଡେ ନାହିଁ — ୨. Not fragile; in frangible.
- ୩. ସାହା ଲଇଁ ଯାଏ, ଭାଙ୍ଗେ ନାହିଁ —୩. Pliant.
- ୪. ଦୁର୍ଦ୍ଦମନୀୟ —୪. Pertinacious.
- ୫. ଏକଗୁୟାଁ —୫. Obstinate.
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ଅକ୍ଳାନ୍ତ —Untired.