ଚେମଡ଼ଚଟି
ଚେମଡ଼ଚଟିଆ, ଚେମଡ଼ଚଟୁ, ଚେମଡ଼ଚଟୁଆ, ଚେମଡ଼ଚେଟୁ, ଚେମଡ଼ଚେଟୁଆଅନ୍ୟରୂପ
ଚମଚଟା (ଦେଖ) - Chamachaṭā (See)
ଯେ କୌଣସି ବିଷୟରେ ଅତି ଜିଦି ବା ଅଳି କରେ (ହିନ୍ଦୀ - ଶବ୍ଦ— ସାଗର) —Importunate.