Jump to content

ଚେମଣାବାବୁ

ଉଇକିଅଭିଧାନ‌ରୁ

ଚେମଣାବାବୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ନାଗପୁର ମରହଟ୍ଟା ରାଜା ମାଧୋଜୀ ଭୋଁସଲାଙ୍କ ସାନ ଭାଇ —The younger brother of Mādhojī Bhoñsalā, the Marhatta ruler of Nagpur.

[ଦ୍ରଷ୍ଟବ୍ୟ —ମାଧୋଜୀ ଏହାଙ୍କୁ ଢେଙ୍କାନାଳ ବିଦ୍ରୋହ ଦମନ କରିବା ଓ ବଙ୍ଗପ୍ରଦେଶ ଆକ୍ରମଣ କରିବା ପାଇଁ ପଠାଇଥିଲେ ଢେଙ୍କା— ନାଳର ରାଜା ତ୍ରିଲୋଚନଙ୍କ ସଙ୍ଗେ ଏହାଙ୍କର ଯୁଦ୍ଧ ହେବା ପରେ ସନ୍ଧି ସ୍ଥାପିତ ହୋଇଥିଲା (ଖ୍ରୀ. ଅ. ୧୭୯୮: ) ବ୍ରଜନାଥ ବଡ଼ଜେନା ସମର— ତରଙ୍ଗରେ ଢେଙ୍କାନାଳ ରାଜାଙ୍କ ଯୁଦ୍ଧ ବିଷୟ ବର୍ଣ୍ଣନା କରିଅଛନ୍ତି]