ଚେମ୍ୱର୍
ଦେଖଣା
ଚେମ୍ୱର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ଚେମଡ଼ (ଦେଖ) - Chemaṟḍ̠a (See)
ବୈଦେଶିକ - (ଇଂରାଜୀ - ) ବିଶେଷ୍ୟ -
[ସମ୍ପାଦନା]- ୧. କୋଠରି — ୧. Chamber; room.
(ଯଥା—ବେଡ୍ଚେମ୍ୱର=ରାଜାଙ୍କ ଶୟନମନ୍ଦିର)
- ୨. ହାକିମମାନଙ୍କ ଅଫିସ୍ସଂଲଗ୍ନ ଖାସ କାମରା — ୨. The chamber of an official.
- ୩. ବାରିଷ୍ଟର ଓ ଓକିଲମାନଙ୍କର ଖାସ୍ ବୈଠକଖାନା ବା ଅଫିସ୍ —୩. The sitting room or office of a barrister or pleader.
[ଦ୍ରଷ୍ଟବ୍ୟ —କେତେକ ସଭା ବା ସଂଘକୁ ମଧ୍ୟ ଚେମ୍ୱର୍ ନାମ ଦିଆ— ଯାଏ ଯଥା— ଚେମ୍ୱର ଅଫ୍ କମର୍ସ, ଅପର୍ ଚେମ୍ୱର୍, ଚେମ୍ୱର୍ ଅଫ୍ ପ୍ରିନ୍ସେସ୍]