Jump to content

ଚେରପାରୁ

ଉଇକିଅଭିଧାନ‌ରୁ

ଚେରପାରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସାମାନ୍ୟ ବିଭିନ୍ନାର୍ଥକ ସହଚର)

[ସମ୍ପାଦନା]

ପାଚିଲା ଆମ୍ୱ, ନଡ଼ିଆକତା, ପାଚିଲା ତାଳ ଓ ତେନ୍ତୁଳିରେ ଥିବା ବଡ଼ ବଡ଼ ଅଂଶୁ (ଚେର) ଓ କ୍ଷୁଦ୍ର କ୍ଷୁଦ୍ର ଅଂଶୁ — Large and small fibres of ripe mango, palm, tamarind fruit and cocoanut-coir.

(ଯଥା—ସେ ଦାରିଦ୍ରଗୁଡ଼ାକ ଆମ୍ୱ ଖାଇଛନ୍ତି ଯେ, ଆମ୍ୱର ଚେର— ପାରି ସୁଦ୍ଧା ରଖି ନାହାନ୍ତି)