ଚେରମୂଳ
(ଚେରମୂଳି—ଅନ୍ୟରୂପ)
ଔଷଧରେ ବ୍ୟବହୃତ ମୂଳି— ମୂଳିକା; ଜଡ଼ିବୁଟୀ; ଟୁଣୀଗୁଣୀ; ତୋଟକା ଔଷଧ — Various medicinal roots and drugs.