Jump to content

ଚେରଷ୍ଟା

ଉଇକିଅଭିଧାନ‌ରୁ

ଚେରଷ୍ଟା

ଉଚ୍ଚାରଣ

[ସମ୍ପାଦନା]

(ଚେରେଷ୍ଟା—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଚେଷ୍ଟା)

[ସମ୍ପାଦନା]
୧. ଆଚରଣ — ୧. Conduct.

ଦୂର୍ଯ୍ୟୋଧନ ସୈନ୍ୟର ଚେରଷ୍ଟା କହିଲେ କୃଷ୍ଣସିଂହ, ମହାଭାରତ. ବନ

୨. ବ୍ୟବହାର; କାର୍ଯ୍ୟକଳାପ —୨. Behaviour.

ଅନେକ କାଳର ସେ ଅଟଇ ବୁଢୀ ଗୋଟା ତାହାଠାରେ ହେଲା ମୋର ଏଡ଼େକ ଚେରେଷ୍ଟା—ସାରଳା. ମହାଭାରତ. ଆଦି

୩. କର୍ମ; କାର୍ଯ୍ୟ —୩. Act.
୪. ଚୈତନ୍ୟ; ଜ୍ଞାନ —୪. Consiousness.
୫. ଜୀବନୀଶକ୍ତି —୫. Vital power.
୬. ରୀତି; ଢଙ୍ଗ —୬. Manner.