ଚେରାଇବା
ଦେଖଣା
ଚେରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚେରାଇବା
|
(ଚେରେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଗଛ ଭୂଗର୍ଭରେ ନିଜର ଚେରକୁ) ବିସ୍ତାର କରିବା —୧. To take root; to strike root.
- ୨. ସବଳ ଓ ସତେଜ ହେବା — ୨. To become healthy and strong.
- ୩. (ଲକ୍ଷଣାର୍ଥ) ଚେହେରା କ୍ରମେ କ୍ରମେ ସତେଜ ଦେଖାଯିବା —୩. (figurative) To appear more and more strong and blooming; to become enlivened.