ଚେରାପୁଞ୍ଜି
ଦେଖଣା
ଚେରାପୁଞ୍ଜି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଆସାମ ପ୍ରଦେଶର ଖାସିଆ ପାହାଡ଼ର ପାଦଦେଶରେ ଅବସ୍ଥିତ ନଗର ଓ ପର୍ବତବିଶେଷ — Cherrapunji in the Khasiā hills of Assam.
[ଦ୍ରଷ୍ଟବ୍ୟ —ଏଠାରେ ପୃଥିବୀର ସକଳ ସ୍ଥାନ ଅପେକ୍ଷା ବେଶି ବର୍ଷା ହୁଏ ଏପରିକି, ଏକଦିନ ମଧ୍ୟରେ ଏଠାରେ ୪୧: ଇଞ୍ଚ ବା ଦୁଇ ହାତ ପର୍ଯ୍ୟନ୍ତ ପାଣି ଜମା ହେବା ଭଳି ବର୍ଷା ହେବାର ଦେଖା ଯାଇଅଛି ଏହା ସିଲ୍ହଟ୍ ଜିଲ୍ଲା ଓ ନଗରର ଉତ୍ତର ଓ ସିଲଙ୍ଗର ଦକ୍ଷିଣରେ ଅବସ୍ଥିତ]