Jump to content

ଚେର କାଟିବା

ଉଇକିଅଭିଧାନ‌ରୁ

ଚେର କାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବୃକ୍ଷର ମୂଳକୁ କାଟିବା — ୧. To cut the root of a tree.
୨. (ଲକ୍ଷଣାର୍ଥ; ଚେର କାଟିଲେ ଗଛ ମରି ଯିବାରୁ) କୌଣସି ବ୍ୟକ୍ତିର ଅନିଷ୍ଟ ବା ଉଚ୍ଛେଦ ସାଧନ କରିବା — ୨. (figurative) To injure or ruin a person.

(ଯଥା—ସେ ମୋର ଉପରେ ଉପରେ ପାଣି ଢାଳୁଛି, ହେଲେ, ଭିତରେ ଭିତରେ ଚେର କାଟୁଛି)