Jump to content

ଚେର ଦେବା

ଉଇକିଅଭିଧାନ‌ରୁ

ଚେର ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚେର ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଦୃଢ଼ମୂଳ ହୋଇଥିବା ଗଛ) ଭୂମିରେ ଗଭୀର ପ୍ରଦେଶକୁ ଚେର ବିସ୍ତାର କରିବା — ୧. (a tree) To strike root; to send forth the roots deep into the soil; to take root.
୨. (ଲକ୍ଷଣାର୍ଥ) କୌଣସି ସ୍ଥାନରେ ସ୍ଥାୟୀଭାବରେ ଅବସ୍ଥାନ କରିବା —୨. (figurative) To become firmly established at a place; to permanently reside at a place.
୩. (ଲକ୍ଷଣାର୍ଥ) କୌଣସି ସ୍ଥାନରେ ନିଜର ଅଧିକାର ବା ସମ୍ପତ୍ତି ବା ସମ୍ପର୍କ ଆଧିପତ୍ୟ ବିସ୍ତାର କରିବା — ୩. (figurative) To extend one's authority, influence, property or connection in a place.
୪. (ଲକ୍ଷଣାର୍ଥ) ନିଜର ବଂଶବୃଦ୍ଧିଦ୍ୱାରା ବହୁସଂଖ୍ୟକ ବ୍ୟକ୍ତି— ସମ୍ୱଳିତ ପରିବାରର କର୍ତ୍ତା ହେବା — ୪. (figurative) To have a large number of children added to one's family.
୫. (ଲକ୍ଷଣାର୍ଥ) (ସ୍ତ୍ରୀ ପକ୍ଷରେ)—ସନ୍ତାନ ପ୍ରସବ କରିବା — ୫. (figurative) (in the case of a woman) To give birth to a child.
୬. (ଭୂମିରେ ପୋତା ହୋଇଥିବା କିମ୍ୱା କଲମ କରାଯାଇ ଥିବା କୋଣସି ଗଛର ଡାଳ) ମୂଳଦେଶରୁ ଚେର କାଢ଼ିବା —୬. To send forth roots (said of a branch planted on the ground or grafted).