Jump to content

ଚେଷ୍ଟକ

ଉଇକିଅଭିଧାନ‌ରୁ

ଚେଷ୍ଟକ

ଉଚ୍ଚାରଣ

[ସମ୍ପାଦନା]
(ଚେଷ୍ଟିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଚେଷ୍ଟ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ଚେଷ୍ଟା କରେ — Endeavouring; exerting.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରତିବନ୍ଧବିଶେଷ —A pose in copulation.

[ଦ୍ରଷ୍ଟବ୍ୟ —ପାଦମେକଂ ହୃଦି ନ୍ୟସ୍ୟ ଇତରେଣୈବ ଚେଷ୍ଟୟେତ୍ କାନ୍ତଃ କ୍ରୋଡ଼େ ସ୍ଥିତାଂ ନାରୀଂ ବନ୍ଧୋଽୟଂ ଚେଷ୍ଟାକୋ ମତଃ]