Jump to content

ଚେଷ୍ଟମାନ

ଉଇକିଅଭିଧାନ‌ରୁ

ଚେଷ୍ଟମାନ

ଉଚ୍ଚାରଣ

[ସମ୍ପାଦନା]
(ଚେଷ୍ଟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଚେଷ୍ଟ ଧାତୁ+କର୍ତ୍ତୃ. ଶାନଚ୍)

[ସମ୍ପାଦନା]
୧. ଯେ ଚେଷ୍ଟା କରୁଅଛି; ଉଦ୍ଯୋଗୀ — ୧. Endeavouring; exerting.
୨. ଚଳତ୍; ଚାଲୁଥିବା —୨. Moving.