Jump to content

ଚେଷ୍ଟିତ

ଉଇକିଅଭିଧାନ‌ରୁ

ଚେଷ୍ଟିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଚେଷ୍ଟା ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ସଚେଷ୍ଟା —୧. Exerting; active; endeavouring.
୨. (+କର୍ମ. ତ) ଯେଉଁ ବିଷୟ ପାଇଁ ଚେଷ୍ଟା କରାଯାଇ ଅଛି — ୨. Persued; sought after; laboured for.

ସଂସ୍କୃତ - ବିଶେଷ୍ୟ - (ଚେଷ୍ଟ୍ ଧାତୁ+ଭାବ. ତ)

[ସମ୍ପାଦନା]
୧. ଉଦ୍ୟମ —୧. Exertion.
୨. କର୍ମ —୨. Action.
୩. ଗତି —୩. Motion.