Jump to content

ଚେହେରା

ଉଇକିଅଭିଧାନ‌ରୁ

ଚେହେରା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚେହ୍ରା)

[ସମ୍ପାଦନା]
୧. ମୁଖମଣ୍ଡଳର ଛବି; ମୁଖଚ୍ଛବି —୧. Appearance; countenance; facial expression.

ସେ ନ ମାନେ ଭାଇ ଫେସନ ଚେହେରା ରାଧାନାଥ. ଦରବାର

୨. ସୌନ୍ଦର୍ଯ୍ୟ —୨. Fairness; beauty.
୩. କୌଣସି ବ୍ୟକ୍ତିର ମୁଖମଣ୍ଡଳର ପ୍ରତିକୃତି ବା ରୂପ — ୩. Likeness of the face; a picture of one's face.
୪. ମୁଖମଣ୍ଡଳ —୪. The whole face.