Jump to content

ଚେହେଲମ୍

ଉଇକିଅଭିଧାନ‌ରୁ

ଚେହେଲମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚେହେଲୁମ୍=ଚତ୍ୱାରିଂଶତ୍ତମ)

[ସମ୍ପାଦନା]
୧. ମୁସଲମାନ୍ମାନଙ୍କ ସଫର୍ ମାସର ୨ ତାରିଖରେ ପଡ଼ିବା ପର୍ବ —The anniversary of the funeral (୪୦th day of the death) of Hassan amongst the Mahomedans.

[ଦ୍ରଷ୍ଟବ୍ୟ —ସଫର୍ ମାସର ବିଂଶ ଦିବସରେ ଏହା ପଡ଼େ ମହରମର ଚାଲିଶ ଦିନରେ ମୁସଲମାନ୍ମାନଙ୍କର ଏ ପର୍ବ ହୁଏ ମହରମ ଦିନ ହୋସେନ୍ ଓ ହସନ୍ଙ୍କ ମୃତ୍ୟୁ ଘଟିଥିଲା ମୁସଲମାନ୍—

ମାନେ ମୃତ୍ୟୁର ୪ ଦିନରେ ଶ୍ରାଦ୍ଧ କରନ୍ତି ଅତଏବ୍ ମହରମ ପର୍ବର ୪ ଦିନ ପରେ ହୋସେନ୍ ଓ ହସନଙ୍କ ସାମ୍ୱତ୍ସରିକ ଶ୍ରାଦ୍ଧଦିବସ ପାଳିତ ହୁଏ] 
୨. କୌଣସି ମୁସଲମାନଙ୍କ ମୃତ୍ୟୁର ୪ ଦିନ — ୨. The ୪୦th day of a Mahomedan's death.