ଚୈତନ୍ୟ ଚରିତାମୃତ
ଭକ୍ତଶ୍ରେଷ୍ଠ କୃଷ୍ଣଦାସ କବିରାଜଙ୍କ ବିରଚିତ ଶ୍ରୀଚୈତନ୍ୟ ଦେବଙ୍କ ଜୀବନୀ ଓ ଉପଦେଶ ବିଷୟକ ବଙ୍ଗଳା ଗ୍ରନ୍ଥ — Name of a Bengale book by Kṛushṇa Das dealing with the life and teachings of Ch&aline;i̱tanya.