Jump to content

ଚୈତ୍ତ

ଉଇକିଅଭିଧାନ‌ରୁ

ଚୈତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚିତ୍ତ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]

ଚିତ୍ତସମ୍ୱନ୍ଧୀୟ — Pertaining to the heart; mental.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୌଦ୍ଧ ମତରେ ବିଜ୍ଞାନସ୍କନ୍ଧର ଅତିରିକ୍ତ ଅନ୍ୟ ସ୍କନ୍ଧମାନ —The attributes of a living being except Bijnāna-skandha according to the Buddists.

[ଦ୍ରଷ୍ଟବ୍ୟ —ବୌଦ୍ଧମାନେ ଦେହୀର ୫ ଗୋଟି ସ୍କନ୍ଧ ବା ଗୁଣ ଥିବାର ସ୍ୱୀକାର କରନ୍ତି, ଯଥା—ରୂପ, ବେଦନା, ବିଜ୍ଞାନ, ସଂଜ୍ଞା ଓ ସଂସ୍କାର ଏଥିମଧ୍ୟରୁ ବିଜ୍ଞାନ ଛଡ଼ା ଆଉ ୪ ଗୋଟି ଚିତ୍ତସମ୍ୱନ୍ଧୀୟ ଥିବାରୁ ଏ ୪ଟି ସ୍କନ୍ଧକୁ ଚୈତ୍ତ ବୋଲାଯାଏ—ହିନ୍ଦୀ - ଶବ୍ଦସାଗର ]