Jump to content

ଚୈତ୍ୟକ

ଉଇକିଅଭିଧାନ‌ରୁ

ଚୈତ୍ୟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୈତ୍ୟ+ସ୍ୱାର୍ଥ. କ)

[ସମ୍ପାଦନା]
୧. ଅଶ୍ୱତ୍ଥ ଗଛ — ୧. The Peepal tree.
୨. ବିହାର ପ୍ରଦେଶର ରାଜଗୃହ ନିକଟରେ ଥିବା ପର୍ବତ — ୨. Name of a mountain in Bihar.

[ଦ୍ରଷ୍ଟବ୍ୟ —ଏଠାରେ ଗୋଟିଏ ପଥରରେ ଥିବା ଚରଣଚିହ୍ନକୁ ଦେଖିବାକୁ ଜୈନମାନେ ଯାଆନ୍ତି]