Jump to content

ଚୈତ୍ୟଯଜ୍ଞ

ଉଇକିଅଭିଧାନ‌ରୁ

ଚୈତ୍ୟଯଜ୍ଞ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆଶ୍ୱଳାୟନ ଗୃହ୍ୟସୂତ୍ରରେ ବର୍ଣ୍ଣିତ ଯଜ୍ଞବିଶେଷ — A kind of Vedic sacrifice.

[ଦ୍ରଷ୍ଟବ୍ୟ —କୌଣସି ଦ୍ରବ୍ୟ ହଜିଗଲେ ଦ୍ରବ୍ୟସ୍ୱାମୀ ଏ ଯଜ୍ଞ କରିବା ପାଇଁ ସଂକଳ୍ପ କରୁଥିଲେ ଓ ନଷ୍ଟ ଦ୍ରବ୍ୟ ମିଳିଲେ ଏ ଯଜ୍ଞର ଅନୁଷ୍ଠାନ କରୁଥିଲେ (ହିନ୍ଦୀ - ଶବ୍ଦସାଗର)]