Jump to content

ଚୈଳ

ଉଇକିଅଭିଧାନ‌ରୁ

ଚୈଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚେଳ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ବସ୍ତ୍ରସମ୍ୱନ୍ଧୀୟ — ୧. Relating to cloth.

ସଂସ୍କୃତ - ବିଶେଷ୍ୟ - (ଚେଳ+ସ୍ୱାର୍ଥେ. ଅ)

[ସମ୍ପାଦନା]
୧. ବସ୍ତ୍ର —୧. Cloth.
୨. ପୋଷାକ —୨. Dress.