Jump to content

ଚୋକଡ଼

ଉଇକିଅଭିଧାନ‌ରୁ

ଚୋକଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶକଳ; ଶଳ୍ପ; ତ୍ୱକ୍; ସଂସ୍କୃତ - ଚୋଳକ=ବଳ୍ଲଳ)

[ସମ୍ପାଦନା]

ଗହମର ଚୋପା; ଭୁସି —Husk of wheat; bran.

ପ୍ରାଦେଶିକ - (ଯାଜପୁର)ବିଶେଷଣ -

[ସମ୍ପାଦନା]

କୋଚଟ (ଦେଖ) - Kochaṭa (See)

(ଯଥା—ଲୁହା ବିଶେଷ୍ୟ - ଚୋକଡ଼, କମାର ବିଶେଷ୍ୟ - ଚୋକଡ଼, ଢଗ)