ଚୋଖି
ଦେଖଣା
ଚୋଖି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୋଖି
|
(ଚୋଖ୍ଖୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୁକ୍ର)
[ସମ୍ପାଦନା]- ୧. ଖଟାପାଳଙ୍ଗ; ଏକପ୍ରକାର ଶାଗ — ୧. A kind of spmach (pot-herb).
- ୨. ସଙ୍ଗୀତର ରାଗବିଶେଷ — ୨. A metre of Oria songs.
[ଦ୍ରଷ୍ଟବ୍ୟ —ରାଗ ତଳେ ନୋଟ୍ ଦେଖ]
- ୩. ଉତ୍କର୍ଷ; ଉତ୍ତମତା —୩. Excellence.
- ୪. ବାଲିଙ୍ଗି —୪. Bragging; boasting.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୋକ୍ଷ)
[ସମ୍ପାଦନା]ଚୋଖ (ଦେଖ) - Chokha (See)