ଚୋଟେଇବା
ତାକ୍ଷ୍ଣ କର୍ତ୍ତନାସ୍ତ୍ର (ଯଥା—ଖଣ୍ଡା, କଟୁରୀ)ଦ୍ୱାରା ଚୋଟଚୋଟ କରି ହାଣିବା — To cut by strokes; to give successive cuts with a sharp weapon; to chop.