ଚୋଠା
ଦେଖଣା
ଚୋଠା
ଉଚ୍ଚାରଣ
[ସମ୍ପାଦନା](ଚୋଠୀ—ସ୍ତ୍ରୀ)
ଚୋଠାଗିରି, ଚୋଠାପଣ, ଚୋଠାଇ, ଚୋଠାମି'
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୌର; ହିନ୍ଦିରେ ଚୋଟ୍ଠାର ଅର୍ଥ ଚୋର ଓ ଚୋଟ୍ଠୀକା, ଚୋଟ୍ଠୀବାଲା ଶବ୍ଦଦ୍ୱୟ ପୁରୁଷଙ୍କୁ ଗାଳିରେ ବ୍ୟବହୁତ ହୁଏ)
[ସମ୍ପାଦନା]- ୧. ଚୋର — ୧. Thief.
- ୨. ଖେଚେଡ଼ା —୨. Wicked.
- ୩. ପାଜୀ; ନୀଚପ୍ରକୃତିକ — ୩. Mean-minded.
- ୪. କୃପଣ —୪. Miserly.
- ୫. ଦିମାକିଆ; ଯେଉଁ ଭୃତ୍ୟ ପ୍ରଭୁଙ୍କୁ ମାନେ ନାହିଁ — ୫. Insubordinate (servant).