Jump to content

ଚୋଦନ

ଉଇକିଅଭିଧାନ‌ରୁ

ଚୋଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୁଦ୍ ଧାତୁ ଣିଚ୍=ଚୋଦି ଧାତୁ+ଅନ)

[ସମ୍ପାଦନା]
୧. ବିଧିବାକ୍ୟ; କୌଣସି କାର୍ଯ୍ୟ କରିବା ପାଇଁ ଉପଦେଶ ବାକ୍ୟ —୧. Precept.
୨. ପ୍ରେରଣ —୨. Sending.
୩. ନିୟୋଜିତ —୩. Employing.
୪. ସଂଯୋଗ ଆଦି ସମ୍ୱନ୍ଧ ସ୍ଥାପନ ପାଇଁ ପ୍ରଯତ୍ନ — ୪. Exertion for bringing about a union.
୫. ପ୍ରବର୍ତ୍ତନ —୫. Inducing; impelling.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଚୋଦକ (ଦେଖ) - —Chodaka (See)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ଅଶ୍ଲୀଳ)

[ସମ୍ପାଦନା]

ସ୍ତ୍ରୀ ପୁରୁଷଙ୍କ ରତିପ୍ରସଙ୍ଗ; ରମଣ — Cobabitation; copulation.