Jump to content

ଚୋଦା

ଉଇକିଅଭିଧାନ‌ରୁ

ଚୋଦା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଚୋଦେଈ—ସ୍ତ୍ରୀ) 

ଗ୍ରାମ୍ୟ - ବିଶେଷ୍ୟ - (ଅଶ୍ଲୀଳ) (ସଂସ୍କୃତ - ଚୁଦ ଧାତୁ ଣିଚ୍ ଚୋଦି ଧାତୁ= ସଂଯୋଗ ପାଇଁ ଯତ୍ନ କିରବା, ପ୍ରବର୍ତ୍ତାଇବା)

[ସମ୍ପାଦନା]

ମୈଥୁନ; ସ୍ତ୍ରୀ ପୁରୁଷ ସଙ୍ଗମ —Cohabitation; copulation.

ବିଶେଷଣ - ପୁଲିଙ୍ଗ - (ଅଶ୍ଲୀଳ)

[ସମ୍ପାଦନା]
୧. ସ୍ତ୍ରୀପ୍ରସଙ୍ଗରେ ଅତିରିକ୍ତ ରୂପେ ରତ —୧. Addicted to excessive copulation.
୨. କାମାତୁର —୨. Lecherous (male.)
୩. (ଗାଳି) ଲମ୍ପଟ; ପରସ୍ତ୍ରୀରତ — ୩. Adulterous (male)
୪. (ସମାସରେ ବ୍ୟବହୃତ) ଯେ ଅମୁକ ସ୍ତ୍ରୀକୁ ରମଣ କରେ — ୪. Cohabiting with such or such a female.