ଚୋଦିତ
ଦେଖଣା
ଚୋଦିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚୁଦ୍ ଧାତୁ+କର୍ମ . ତ)
[ସମ୍ପାଦନା]- ୧. ଆଦିଷ୍ଟ — ୧. Enjoined; directed; ordered (M.W.)
- ୨. ଉତ୍ତୋଜିତ —୨. Incited; impelled.
- ୩. ଯେଉଁ ପଶୁଆଦିକୁ ଆଡ଼ାଇ ଦିଆ ଯାଇଥାଏ — ୩. (beast) Driven or goaded to action. (M.W.)
- ୪. ଯାହାଙ୍କୁ ଅବଗତ କାରାଯାଏ — ୪. Informed (M.W.)
- ୫. ସ୍ଥିରୀକୃତ —୫. Fixed; appointed (M.W.)