ଚୋପ
ଦେଖଣା
ଚୋପ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାଗ; କ୍ରୋଧ — ୧. Anger.
- ୨. ଶର; ବାଣ —୨. Arrow.
- ୩. ଦାନପତ୍ର —୩. Deed of gift.
- ୪. ଅଧିକାରପତ୍ର — ୪. A deed or letter of authority.
ଅନୁବାଦ
[ସମ୍ପାଦନା]ଚୋପ
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚୋବ୍)
[ସମ୍ପାଦନା]- ୧. ତମ୍ୱୁକୁ ସିଧା କରି ଠିଆ କରିବା ପାଇଁ ବ୍ୟବହୃତ ଖୁଣ୍ଟି — ୧. Tent-pole.
- ୨. ଢୋଲ, ନାଗରା, ତାସା ଆଦି ବାଡ଼େଇବାରେ ବ୍ୟବହୃତ କାଠି —୨. Drum-stick.
ଫାଟି ଯାଇ ନାଗରା ତା ପୋଡ଼ି ଯାଉ ଚୋପ ଭିକାରୀ. କଟକ ବିଜୟ
- ୩. ସୁନା ବା ରୂପା ଛୁଆଣି ହୋଇଥିବା ଦଣ୍ଡ (ଯାହା ଚୋପ୍ଦାରମାନେ ରାଜା ଆଦିଙ୍କ ଗହଣରେ ବହନ୍ତି) — ୩. Gilt or silver-covered big sticks carried by bearers in the retinue of great personages.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବରଗଛର ଅଠା — The gummy juice of Banyan tree.