ଚୋପା
ଦେଖଣା
ଚୋପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୁପ ଧାତୁଜାତଚୋପନ=ଗୋପନ; ଯାହା ମଧ୍ୟସ୍ଥ ବସ୍ତୁକୁ ଗୋପନ କରେ)
[ସମ୍ପାଦନା]- ୧. ବୃକ୍ଷର ଛେଲି ବା ବଳ୍କଳ —୧. Bark of trees.
- ୨. ଫଳର ଉପରିସ୍ଥ ଆବରଣ — ୨. The rind of a fruit.
- ୩. ଶସ୍ୟାଦିର ତୁକ୍ଷ —୩. The husks of grain.
- ୪. ଛାଲ; ବାହାରର ଚମଡ଼ା —୪. Outer skin.
- ୫. ଘାଆର ବକଳା — ୫. The slough of a wound or sore.
ଦେଶଜ - ବିଶେଷଣ -
[ସମ୍ପାଦନା]ସାରହୀନ; ବଳ୍କଳମାତ୍ରାବିଶିଷ୍ଟ — Hollowed; emptied of the inner substance.