Jump to content

ଚୋପାମୁହାଁ

ଉଇକିଅଭିଧାନ‌ରୁ

ଚୋପାମୁହାଁ

ଉଚ୍ଚାରଣ

[ସମ୍ପାଦନା]
(ଚୋପୀମୁହୀଁ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯାହା ମୁହଁ ଫଳର ଚୋପା ପରି ଭିତରକୁ ପଶିଯାଇ ଥାଏ; ଟାକୁଆଗାଲ — One whose cheeks are hollowed like the rind of a fruit.